ରାମନବମୀରେ ଅଘଟଣ: ମନ୍ଦିରରେ ନିଆଁ,ଅଳ୍ପେକେ ବର୍ତ୍ତିଲେ ଭକ୍ତ

ନୂଆଦିଲ୍ଲୀ: ରାମନବମୀରେ ଆନ୍ଧ୍ରପ୍ରଦେଶରେ ଅଘଟଣ । ପଶ୍ଚିମ ଗୋଦାବାରୀର ଏକ ମନ୍ଦିରରେ ଅଗ୍ନିକାଣ୍ଡ । ବେଣୁଗୋପାଳ ସ୍ୱାମୀ ମନ୍ଦିରରେ ଅଗ୍ନିକାଣ୍ଡ । ରାମ ମନ୍ଦିର ଉତ୍ସବ ପାଳନ ପାଇଁ ତିଆରି ହୋଇଥିବା ପ୍ୟାଣ୍ଡେଲରୁ ସର୍ଟିସର୍କିଟ୍ ଯୋଗୁଁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି । ମନ୍ଦିରରେ ଥିବା ଭକ୍ତଙ୍କୁ ତୁରନ୍ତ ବାହାରକୁ ଅଣାଯାଇଥିଲା । ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା ।

Related Articles

Leave a Reply

Your email address will not be published.

Back to top button