ବଡ଼ ଖବର: ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।କିଏ କେଉଁଠି ଲଢିବେ ଜାଣନ୍ତୁ… ସୋନପୁର: ନିରଞ୍ଜନ ପୂଜାରୀ,  ପାଟଣାଗଡ଼: ସରୋଜ ମେହେର, ବଲାଙ୍ଗୀର: କଳିକେଶ ସିଂହଦେଓ, ଭବାନୀପାଟଣା:ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀ: ଦେବୀରଞ୍ଜନ ତ୍ରିପାଠୀ, ପାଟକୁରା: ଅରବିନ୍ଦ ମହାପାତ୍ର, ବିଷମକଟକ: ଜଗନ୍ନାଥ ସାରକା, ଗୁଣପୁର: ରଘୁନାଥ ଗମାଙ୍ଗୋ, ରାୟଗଡ଼ା: ଅନୁସୟା ମାଝୀ, ବରଗଡ଼: ଦେବେଶ ଆଚାର୍ଯ୍ୟ, ବିଜେପୁର: ରିତା ସାହୁ, ଅତାବିରା: ସ୍ନେହାଙ୍ଗିନୀ ଛୁରିଆ, ଭଟଲି: ସିଶାନ୍ତ ସିଂହ ଜଳେଶ୍ୱର:ଅଶ୍ୱିନୀ ପାତ୍ର, ବସ୍ତା: ସୁବାସିନୀ ଜେନା, ଭଣ୍ଡାରିପୋଖରୀ: ସଞ୍ଜୀବ ମଲ୍ଲିକ, ଭଦ୍ରକ: ପ୍ରଫୁଲ୍ଲ ସାମଲ, ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ, ଧାମନଗର: ସଞ୍ଜୟ ଦାସ, ଚାନ୍ଦବାଲି: ବ୍ୟୋମକେଶ ରାୟ, ବିଞ୍ଝାରପୁର: ପ୍ରମିଳା ମଲ୍ଲିକ, ଧର୍ମଶାଳା: ପ୍ରଣବ ବଳବନ୍ତରାୟ, ଯାଜପୁର: ସୁଜାତା ସାହୁ, ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼ାଇ, ଢେଙ୍କାନାଳ: ସୁଧୀର ସାମଲ, କାମାକ୍ଷାନଗର: ପ୍ରଫୁଲ୍ଲ ମଲ୍ଲିକ, ପର୍ଜଙ୍ଗ: ନୃସିଂହ ସାହୁ, ପାଲଲହଡ଼ା: ମୁକେଶ ପାଲ, ଛେଣ୍ଡିପଦା: ସୁଶାନ୍ତ ବେହେରା, ଲୋଇସିଂହା: ନିହାର ବେହେରା,  ଟିଟିଲାଗଡ଼:  ଟୁକୁନି ସାହୁ, ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ, ଉମରକୋଟ: ନବୀନା ନାଏକ, ଝରିଗାଁ: ରମେଶ ମାଝୀ ନବରଙ୍ଗପୁର: କୌଶଲ୍ୟା ପ୍ରଧାନୀ, ଡାବୁଗାଁ – ମନୋହର ରନ୍ଧାରୀ, ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ, ଜୁନାଗଡ – ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ।

Related Articles

Leave a Reply

Your email address will not be published.

Back to top button