ମେ’ ତୃତୀୟ ସପ୍ତାହରେ +୨ ରେଜଲ୍ଟ

ଭୁବନେଶ୍ଵର : ମେ’ ତୃତୀୟ ସପ୍ତାହରେ ବାହାରିବ +୨ ରେଜଲ୍ଟ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆସନ୍ତାକାଲି ପ୍ରକାଶ ପାଇବ ବିଏସ୍‌ଇ ମାଟ୍ରିକ ରେଜଲ୍ଟ। ଏଥର ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍। ଉଭୟ ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ମାଟ୍ରିକ ସାର୍ଟିଫିକେଟ୍ । ଛାତ୍ରଛାତ୍ରୀ ମାନେ ଅଫିସିଆଲ୍ ୱେବସାଇଟ୍ www.bseodisha.ac.inରେ ରେଜଲ୍ଟ ଦେଖିପାରିବେ। ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନଂକୁ SMS କରି ରେଜଲ୍ଟ ଜାଣିହେବ।

Related Articles

Leave a Reply

Your email address will not be published. Required fields are marked *

Back to top button