ପିଏସ୍‌ଓ ଫେରାଇଲେ ଜୟନାରାୟଣ

ଭୁବନେଶ୍ୱର : ପିଏସ୍‌ଓ ଫେରାଇଲେ ବିରୋଧ ଦଳ ନେତା ଜୟନାରାୟଣ ମିଶ୍ର। ଓଡ଼ିଶା ପୋଲସ ଉପରେ ଭରସା ନାହଁ କରି ନିଜ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଇଛନ୍ତି। ନବ ଦାସଙ୍କ ହତ୍ୟା ଘଟଣା ପରେ ସେ ଏହିପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା କହିଛନ୍ତି ଶ୍ରୀ ମିଶ୍ର। ଓଡ଼ିଶା ପୋଲିସରେ କାର୍ୟ୍ୟରତ ପୋଲିସ ଅଧିକାରୀ ଅପରାଧରେ ଲିପ୍ତ ରହୁଛନ୍ତି। ତେଣୁ ଓଡ଼ିଶା ପୋଲିସ ଉପରେ ତାଙ୍କର ଆଉ ଆସ୍ଥା ଭରସା ନଥିବା ବିରୋଧ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

Related Articles

Leave a Reply

Your email address will not be published.

Back to top button