ଆହାର କେନ୍ଦ୍ରରେ ଭାତ, ଡାଲମା ସାଙ୍ଗକୁ ମିଳିବ ନୂଆ ଆଇଟମ

ଭୁବନେଶ୍ୱର: ରାଜ୍ୟ ସରକାର ଆହାର ୧.୨ ରୁ ୨.୨ କରିବାକୁ ଯୋଜନା କରୁଛନ୍ତି ଆହାରକେନ୍ଦ୍ରରେ ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍ଏସ୍ଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ନିର୍ଦ୍ଦେଶ ଦିଆଯାଇଛି ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ସର୍ଟ ପ୍ରାଇଜ ରାଜ୍ୟ ଆହାର ନୋଡାଲ ଅଫିସର ଓ ଟିମ ପରିଦର୍ଶନ କରି ସୂଚନା ଦେଇଛନ୍ତି ଏହା ସହ ସେ ଖାଦ୍ୟର ମାନ ଓ ପରିଷ୍କାର ପରିଛନ୍ନତା ନେଇ ଯାଞ୍ଚ କରିଛନ୍ତି ମୁଖ୍ୟତଃ ଯେଉଁମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କର ଅସୁବିଧା ଓ ଆଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ତେବେ ଏହି ସମ୍ପର୍କରେ ନୋଡାଲ ଅଫିସର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ବିଭାଗ ରିଭିୟୁ କରାଯାଇଛି ତେବେ ବର୍ତ୍ତମାନ ଲୋକଙ୍କୁ ଭାତ ଡାଲମା ଦିଆଯାଉଛି ତେବେ ଆଗକୁ ଆଉ ନୂଆ ଆଇଟମ ଯୋଡ଼ିବା ପାଇଁ ଆଲୋଚନା କରାଯାଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଲେ ଏନେଇ କାର୍ଯ୍ୟ ହେବ

Related Articles

Leave a Reply

Your email address will not be published. Required fields are marked *

Back to top button