Administrator
-
Breaking News
ଲୋକସଭାର ଉପନେତା, ସଚେତକଙ୍କ ନାମ ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସର ନୂତନ ଟିମ ଘୋଷଣା କରାଯାଇଛି। ଗୌରବ ଗୋଗୋଇଙ୍କୁ ଲୋକସଭାରେ କଂଗ୍ରେସର ଉପ ନେତା କରାଯାଇଛି। ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସ ଦଳର ନେତା।…
Read More » -
Breaking News
ଭାଷଣ ବେଳେ ଟ୍ରମ୍ପଙ୍କ କାନରେ ବାଜିଲା ଗୁଳି: ଅଳ୍ପକେ ବର୍ତ୍ତିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ପେନସିଲଭାନିଆରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାକୁ ଆସିଥିବା ଟ୍ରମ୍ପଙ୍କୁ ଆକ୍ରମଣ କରାଯାଇଥିଲା, ଯେଉଁଥିରେ…
Read More » -
Breaking News
ଖୋଲିଲା ରତ୍ନଭଣ୍ଡାର
ଭୁବନେଶ୍ୱର: ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ହେଲା। ଆଜି ଖୋଲିଲା ରତ୍ନଭଣ୍ଡାର। ଧାର୍ୟ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ରତ୍ନଭଣ୍ଡାର ଦିନ ୧ଟା ୨୮ ମିନିଟ ରେ…
Read More » -
Breaking News
ଆଜି ଦିନରେ ସନ୍ଧ୍ୟା ଦର୍ଶନ
ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଉ ଦିନକ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ନବମୀ ସନ୍ଧ୍ୟା ଦର୍ଶନ।…
Read More » -
ବିଦେଶ
ସାମ୍ନାକୁ ଆସିଲା କିମ୍ ଜୋଙ୍ଗ୍ଙ୍କ ଆଉ ଏକ ନରସଂହାରର ନଗ୍ନଚିତ୍ର: ୩୦ ସ୍କୁଲ ଛୁଆଙ୍କୁ ଗୁଳିକରି ହତ୍ୟା କଲା ସେନା
ପୋଙ୍ଗୟାଙ୍ଗ୍: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଆଉ ଏକ ନରସଂହାରର ନଗ୍ନଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଉନ୍ଙ୍କ ନିର୍ଦ୍ଦେଶରେ ଉତ୍ତରକୋରିଆ ସେନା…
Read More » -
Breaking News
ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ପୁରସ୍କାର ରାଶି ଘୋଷଣା
ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି।…
Read More » -
ବିଦେଶ
ଇଟାଲୀରେ ୩୩ ଭାରତୀୟ କୃଷି ଶ୍ରମିକ ଉଦ୍ଧାର
ନୂଆଦିଲ୍ଲୀ/ରୋମ୍: ଇଟାଲୀରେ କ୍ରୀତଦାସ ଭାବେ କାମ କରୁଥିବା ପ୍ରାୟ ୩୩ ଭାରତୀୟ କୃଷି ଶ୍ରମିକଙ୍କୁ ଆଜି ଇଟାଲୀ ପୁଲିସ୍ ଉଦ୍ଧାର କରିଛି । ବର୍ତ୍ତମାନ ସମୟ ଠାରୁ…
Read More » -
କ୍ରୀଡ଼ା
ଟି -୨୦ କ୍ରିକେଟରେ ଇତିହାସ ରଚିଲା ଭାରତ, ଦ୍ୱିତୀୟ ଥର ପାଇଁ ୧୦ ୱିକେଟ୍ ରେ ଜିତିଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଚତୁର୍ଥ ଟି -୨୦ ମ୍ୟାଚରେ ଭାରତ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିଛି। ଏହା ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଅପରାଜିତ ୩-୧ରେ…
Read More » -
ଓଡ଼ିଶା
କାଲି ଖୋଲିବ ରତ୍ନଭଣ୍ଡାର
ଭୁବନେଶ୍ବର: ଆସନ୍ତାକାଲି ଖୋଲାଯିବ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର । ଏନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରହିଛି, ପ୍ରତିଟି…
Read More » -
ଓଡ଼ିଶା
କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ: ଉଦ୍ଧାର କାର୍ଯ୍ୟ ଜାରି, ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତରିତ
ଭୁବନେଶ୍ବର: କଟକ ସହର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମରେ ଶନିବାର ଅପରାହ୍ନରେ ନିଆଁ ଲାଗିଛି । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି…
Read More »