Administrator
-
Breaking News
ରାଜ୍ୟରେ ଘନ କୁହୁଡ଼ି ଲାଗି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଆଗାମୀ ୨ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବାବେଳେ…
Read More » -
Breaking News
ଅଭୟା ମାମଲା, ସଂଜୟ ରାୟକୁ ଆଜୀବନ କାରା ଦଣ୍ଡାଦେଶ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସ୍ପିଟାଲ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟକୁ ଆଜୀବନ ଶୁଣାଇଲେ ସିଆଲଦା କୋର୍ଟ । କୋର୍ଟ ୫୦ ହଜାର ଟଙ୍କା…
Read More » -
Breaking News
ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରିପୋର୍ଟ ତଲବ, ବିବାଦରେ ରହିଛି ସାର୍ଟ ରଙ୍ଗ
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରିପୋର୍ଟ ତଲବ । ତଦନ୍ତକାରୀ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛି କ୍ରାଇମବ୍ରାଞ୍ଚ । ଗଣମାଧ୍ୟମରେ…
Read More » -
Breaking News
ଭାଲୁ ଆକ୍ରମଣରେ ବାପାପୁଅ ମୃତ
ଭୁବନେଶ୍ବର : ଭାଲୁ ଆକ୍ରମଣରେ ବାପାପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କାଙ୍କେର ଜିଲା ଡଙ୍ଗରକଟା…
Read More » -
Breaking News
୨୪ରୁ ଆବାସ ସର୍ଭେ
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ସର୍ଭେ କାର୍ଯ୍ୟ । ସୋମବାର ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ହିତାଧିକାରୀମାନେ…
Read More » -
Breaking News
ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ । ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ…
Read More » -
Breaking News
ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା
ଭୁବନେଶ୍ବର: ସାତପଡ଼ା ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା। ତିନିଦିନ ଧରି ଚାଲିବ ଡଲଫିନ ଗଣନା । ଭୋର ୬ଟା ରୁ ଆରମ୍ଭ କରି ଦିନ ୧୨ଟା…
Read More » -
ବିଦେଶ
ଆଜି ରାଷ୍ଟ୍ରପତି ଭାବେ ଶପଥନେବେ ଟ୍ରମ୍ପ୍
ୱାଶିଂଟନ୍ : ଆସନ୍ତା କାଲି ଆମେରିକାର ନୂଆ ତଥା ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ୍। ଦ୍ୱିତୀୟଥର ପାଇଁ ଟ୍ରମ୍ପ୍ ଆମେରିକା ଭଳି…
Read More » -
ଦେଶ
ମହାକୁମ୍ଭରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୨୦ ଶିବିର, ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ
ପ୍ରୟାଗରାଜ : ପ୍ରୟାଗରାଜ ମହାକୁମ୍ଭ ମେଳା ଅଞ୍ଚଳରେ ରବିବାର ଅପରାହ୍ଣରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୮ରୁ ୨୦ଟି ଷ୍ଟଲ୍ ଜଳିଯାଇଥିବା କୁହାଯାଉଛି। ତେବେ…
Read More » -
ଓଡ଼ିଶା
ସରକାରୀ ଅଫିସର୍ଙ୍କ ଗାଡ଼ି ଭଡ଼ା ଦରରେ ସଂଶୋଧନ, ଫେବ୍ରୁଆରୀ ୧ରୁ ଲାଗୁହେବ ବର୍ଦ୍ଧିତ ଦର
ଭୁବନେଶ୍ୱର : ସରକାରୀ ଅଫିସରଙ୍କ ଗାଡ଼ି ଭଡ଼ା ଦରରେ ସଂଶୋଧନ ହୋଇଛି। ଫେବ୍ରୁଆରୀ ୧ରୁ ବର୍ଦ୍ଧିତ ଦର ଲାଗୁହେବ ବୋଲି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ…
Read More »