ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓପନଏଆଇ ର ସିଇଓ ସାମ ଅଲ୍ଟମ୍ୟାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓପନଏଆଇ ର ସିଇଓ  ସାମ ଅଲ୍ଟମାନ ଗତକାଲି ସାକ୍ଷାତ କରିଥିଲେ। ଓପନଏଆଇର ସିଇଓ ସାମ ଅଲ୍ଟମ୍ୟାନଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, “ସାମ୍ ଅଲ୍ଟମ୍ୟାନ୍‌ଙ୍କୁ ବାର୍ତ୍ତାଳାପ ପାଇଁ ଧନ୍ୟବାଦ। ଭାରତର ବୈଷୟିକ ଇକୋସିଷ୍ଟମକୁ ବଢାଇବାରେ ଏଆଇ ର ସମ୍ଭାବନା ବାସ୍ତବରେ ବିସ୍ତୃତ ଏବଂ ବିଶେଷ ଭାବରେ ଯୁବକମାନଙ୍କ ମଧ୍ୟରେ ରହିଛି। ଆମେ ସମସ୍ତ ମିଳିତ ଉଦ୍ୟମକୁ ସ୍ୱାଗତ କରୁଛୁ ଯାହା ଆମ ନାଗରିକଙ୍କୁ ସଶକ୍ତିକରଣ ପାଇଁ ଡିଜିଟାଲ୍ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିପାରିବ।”

Related Articles

Leave a Reply

Your email address will not be published.

Back to top button