ତିନି ଘଣ୍ଟା ମଧ୍ୟରେ ୩୦ ରୁ ଅଧିକ ଥରିଲା ଜାପାନ

ନୂଆଦିଲ୍ଲୀ: ଭୂମିକମ୍ପ ଯୋଗୁଁ ଜାପାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ଜାପାନ ସମଗ୍ର ଦେଶରେ ଭୂମିକମ୍ପ ସଂପର୍କରେ ଏକ ନୂଆ ଚେତାବନୀ ଦେଇଛି। ଚେତାବନୀ ଅନୁଯାୟୀ, ଇଶିକାୱା, ନିଗାଟା, ନାଗାନୋ ଏବଂ ଟୋୟାମା ରାଜ୍ୟଗୁଡିକ ବିପଦ ଅଞ୍ଚଳ ବୋଲି ଚିହ୍ନଟ କରାଯାଇଛି। ବିବିସି ରିପୋର୍ଟ ଅନୁଯାୟୀ, ଗତ ତିନି ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଜାପାନରେ ୩୦ ରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୩.୬ ରୁ ୭.୬ ମଧ୍ୟରେ ରହିଛି।

Related Articles

Leave a Reply

Your email address will not be published.

Back to top button