Tunisha had already attempted suicide

  • ଦେଶPhoto of ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତୁନିଶା

    ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତୁନିଶା

    ମୁମ୍ଵାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କୁ ନେଇ ନୂଆ ଖବର ଆସିଛି। ନିଜ ସୋ ‘ଅଲି ବାବା ଦସ୍ତାନ–ଏ-କାବୁଲ’ ସେଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କ ପୂର୍ବତନ ପ୍ରେମିକା ଶିଜାନ ମହମ୍ମଦ ଖାନ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅଭିନେତା ପୋଲିସ ହେପାଜତରେ ଅଛନ୍ତି। ବର୍ତ୍ତମାନ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ନୂଆ ଖୁଲାସା ହେଉଛି । ଶିଜାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା…

    Read More »
Back to top button