ନୂଆଦିଲ୍ଲୀ: ଇସ୍ରାଏଲୀ ଗୁପ୍ତଚର ନେଟୱାର୍କ ସହିତ ଲିଙ୍କ୍ ଅଭିଯୋଗରେ ଇରାନରେ ଶହ ଶହ ଲୋକଙ୍କୁ ଗିରଫ କରାଯାଇଛି। ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି।…