ହାରିବା ପରେ ମଧ୍ୟ ପ୍ରଣୟ ରଚିଲେ ଇତିହାସ, ୪୧ ବର୍ଷ ପରେ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ହାସଲ କଲା ​​ଭାରତ

ନୂଆଦିଲ୍ଲୀ: ଏସୀୟ କ୍ରିଡା ପୁରୁଷ ସିଙ୍ଗଲ୍ସର ସେମିଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରଣୟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହା ସହିତ ତାଙ୍କର ସ୍ୱର୍ଣ୍ଣ ପଦକର ସ୍ୱପ୍ନ ଭାଙ୍ଗିଯାଇଛି। କିନ୍ତୁ ପ୍ରଣୟ ତଥାପି ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ ପରେ ପୁରୁଷ ସିଙ୍ଗଲ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ଲି ସିଫେଙ୍ଗ ୨୧-୧୬, ୨୧-୯ ରେ ପ୍ରଣୟଙ୍କୁ ପରାସ୍ତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button