ଭାଙ୍ଗିଗଲା ନିର୍ମାଣାଧୀନ ପୋଲ

କେନ୍ଦ୍ରାପଡା : ଭାଙ୍ଗିଗଲା ନିର୍ମାଣାଧୀନ ପୋଲ । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉକି, ଗୋବରୀ ନଦୀ ପାର୍ଶ୍ୱ ବାଇପାସ୍ ରାସ୍ତାରେ ନବ ନିର୍ମିତ ପୋଲଟି ଭାଙ୍ଗି ପଡିଛି । କ୍ରେନ ସାହାଯ୍ୟରେ ସ୍ଲାବ ଉଠିବା ବେଳେ ଭାଙ୍ଗିଯାଇଥିଲା ପୋଲ । ପ୍ରାୟ ଶହ ମିଟରରୁ ଅଧିକ ଲମ୍ବା ସ୍ଲାବ୍‌ଟି ଭାଙ୍ଗିପଡିଛି । ତେବେ ଏଥିରେ କାହାରି କିଛି କ୍ଷତି ହୋଇନି । ଶ୍ରମିକ ମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button