ଜମ୍ମୁ ଓ କଶ୍ମୀରର ସରକାରୀ ହିତାଧିକାରୀ ନାଜିମଙ୍କ ସହ ସେଲଫି ଉଠାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମାର ଜଣେ ଉଦ୍ୟୋଗୀ ଏବଂ ସରକାରୀ ହିତାଧିକାରୀ ନାଜିମଙ୍କ ସହ ଏକ ସେଲ୍ଫି ଉଠାଇଛନ୍ତି।ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରି କହିଛନ୍ତି ଯେ, “ମୋର ବନ୍ଧୁ ନାଜିମଙ୍କ ସହ ଏକ ସ୍ମରଣୀୟ ସେଲ୍ଫି। ସେ କରୁଥିବା ଭଲ କାମ ଦେଖି ମୁଁ ପ୍ରଭାବିତ ହୋଇଥିଲି। ସାଧାରଣ ସଭାରେ ସେ ସେଲଫି ନେବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କୁ ଭେଟି ଖୁସି ହୋଇଥିଲି। ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା।

Related Articles

Leave a Reply

Your email address will not be published.

Back to top button