ହାତୀ କରିଡର ପାଇଁ ଏନ୍‌ଜିଟିଙ୍କ ନୋଟିସ୍‌

ଭୁବନେଶ୍ୱର: ହାତୀ କରିଡର ପାଇଁ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ । ୧୪ ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରୀ ନକରିବା ପ୍ରସଙ୍ଗରେ ନୋଟିସ୍ । କାହିଁକି କାର୍ଯ୍ୟନୁଷ୍ଠାନ ନିଆଯିବନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ । ହାତୀ କରିଡର ପାଇଁ ବିଜ୍ଞପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ଏନଜିଟି । ଧାର୍ଯ୍ୟ ୨ମାସ ବିତିଯାଇଥିଲେ ବି ବିଜ୍ଞନ୍ତି ଜାରି ନହେବାରୁ ପଦକ୍ଷେପ । ହାତୀ ଦଳି ଦେବା ଯୋଗୁଁ ଅକାଳରେ ଅନେକ ଲୋକ ପ୍ରାଣ ହରାଉଛନ୍ତି।

Related Articles

Leave a Reply

Your email address will not be published.

Back to top button