ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ହେଲେ ଓଏଚଆରସି ଅଧ୍ୟକ୍ଷ

ଭୁବନେଶ୍ୱର: ନିଯୁକ୍ତ ହୋଇଛନ୍ତି ଓଏଚଆରସିର ନୂଆ ଅଧ୍ୟକ୍ଷ । ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ହୋଇଛନ୍ତି ଓଏଚଆରସି  ଅଧ୍ୟକ୍ଷ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ । ଏନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେହିପରି ଓଏଚଆରସି ସଦସ୍ୟ ହୋଇଛନ୍ତି ଅସୀମ ଅମିତାଭ ଦାସ । ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ଓଏଚଆରସି ସଦସ୍ୟ ଥିଲେ ଅସୀମ ଅମିତାଭ । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published.

Back to top button