ଇଟ୍ ସୁବର୍ଣ୍ଣ ଜୟନ୍ତୀ ଜାତୀୟ ନାଟ୍ୟ ପର୍ବ ୨୦୨୪

ଆୟୋଜକ : ଇଣ୍ଟରନ୍ୟାସନାଲ ଥିଏଟର, ଭୁବନେଶ୍ୱର
ସ୍ଥାନ : ରବିନ୍ଦ୍ରମଣ୍ଡ. ଭୁବନେଶ୍ୱର
ସମୟ : ୪ ଡିସେମ୍ବର, ସନ୍ଧ୍ୟା ୬.୩୦ ମି.
ନାଟକ : ସାବିତ୍ରୀବାଇ ଫୁଲେ ( ବଙ୍ଗଳା)
ରଚନା : ସୁଷମା ଦେଶପାଣ୍ଡେ
ନିର୍ଦ୍ଦେଶନା : ଶୁଭେନ୍ଦୁ ଭଣ୍ଡାରୀ
ଅଭିନୟରେ : ଋତୁପର୍ଣ୍ଣା ବିଶ୍ୱାସ
ପରିକଳ୍ପନା : ଡ. ଆଶିଷ ଗୋସ୍ୱାମୀ
ପରିବେଷଣ : ଆମତା ପରିଚୟ , କୋଲକାତା
ନାଟକ ସମ୍ପର୍କରେ : ସାବିତ୍ରୀବାଇ ଫୁଲେ ଆମ ଭାରତ ବର୍ଷର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଦଳିତ, ଅବହେଳିତ ଓ ନିର୍ଯାତିତା ମହିଳାମାନଙ୍କ ପାଇଁ ଆଜୀବନ ସଂଗ୍ରାମ , ଇତିହାସର ଏକ ଅମଳିନ ପୃଷ୍ଠା ।
ବାଲ୍ୟବିବାହ କାରଣରୁ ଅନେକ କମ୍ ବୟସରେ ବାଳିକା ବିଧବାତ୍ୱ ବରଣ କରିବା ସହିତ ଏକ ନିର୍ଦ୍ଧିଷ୍ଟ ବର୍ଗଙ୍କ ଦ୍ୱାରା ଶାରୀରିକ ଓ ମାନସିକ ଉତ୍ପୀଡ଼ନର ଶିକାର ହେଉଥିଲେ । ବାଳିକା ବିଧବା ଗର୍ଭବତୀ ହେବାର ପରମ୍ପରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ପୀଡିତାମାନଙ୍କର ସେବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ସେହି ସମାଜ ସଂସ୍କାରିକାଙ୍କୁ ଆମର ପ୍ରଣାମ । ତାଙ୍କରି ଉପରେ ଆଧାରିତ ଏଇ ନାଟକ ”ସାବିତ୍ରୀବାଇ ଫୁଲେ” ।
ଏହି ଅବସରରେ ‘ଇଟ୍ ସମ୍ମାନ’ ରେ ସମ୍ମାନିତ ହେଲେ ବିଶିଷ୍ଟ ଅଭିନେତ୍ରୀ ମମତା ମହାନ୍ତି । ଏହି କାର୍ଯ୍ୟକ୍ରମକୁ ସଂଚାଳିତ କରିଥିଲେ ସୁଜାତା ପ୍ରିୟମ୍ବଦା ।
ଆଜିର ଅତିଥିବୃନ୍ଦ :-
ପ୍ରିୟଦର୍ଶୀ ମିଶ୍ର
ପୂର୍ବତନ ବିଧାୟକ, ଭୁବନେଶ୍ୱର (ଉତ୍ତର)
ଡ. ସଂଘମିତ୍ରା ମିଶ୍ର
ନାଟ୍ୟକାର
ଅକ୍ଷୟ ପରିଜା
ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତା
ମାୟା ଦାସ
ନାଟ୍ୟବିତ୍
ମିହିର ମେହେର
ନିର୍ଦ୍ଦେଶକ, ଇଟ୍
ମୋ- 9437004556