ସାଧାରଣତନ୍ତ୍ର ଦିବସ: କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ  ନେଇ ତାଲିକା ପ୍ରକାଶ । ୩୦ ଜିଲ୍ଲାରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ନିମ୍ନରେ ପ୍ରକାଶ।. ମନ୍ତ୍ରୀ ଜଗନ୍ନାଥ ସାରକା-ଗଜପତି, ମନ୍ତ୍ରୀ ନିରଞ୍ଜନ ପୂଜାରୀ- କଟକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଗଞ୍ଜାମ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ- ସୁବର୍ଣ୍ଣପୁର, ମନ୍ତ୍ରୀ ପ୍ରମିଳା ମଲ୍ଲିକ- ଜଗତସିଂହପୁର, ମନ୍ତ୍ରୀ ଉଷା ଦେବୀ- କେନ୍ଦୁଝର, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦ୍ରାପଡା, ମନ୍ତ୍ରୀ ପ୍ରତାପ କେଶରୀ ଦେବ- ପୁରୀ, ମନ୍ତ୍ରୀ ଅତନ୍ୟୁ ସବ୍ୟସାଚ୍ଚୀ ନାୟକ- ଢେଙ୍କାନାଳ, ମନ୍ତ୍ରୀ ନବ କିଶୋର ଦାସ- କଳାହାଣ୍ଡି, ମନ୍ତ୍ରୀ ଟୁକୁନୀ ସାହୁ- ମାଲକାନଗିରୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା- ମୟୂରଭଞ୍ଜ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିୟା- ବରଗଡ, ମନ୍ତ୍ରୀ ସମୀର ରଞ୍ଜନ ଦାଶ- ବାଲେଶ୍ୱର, ମନ୍ତ୍ରୀ ପ୍ରୀତି ରଞ୍ଜନ ଘରାଇ- ସୁନ୍ଦରଗଡ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ- କନ୍ଧମାଳ, ମନ୍ତ୍ରୀ ତୁଷାରକାନ୍ତ ବେହେରା- କୋରାପୁଟ, ମନ୍ତ୍ରୀ ରୋହିତ ପୂଜାରୀ-ବଲାଙ୍ଗୀର, ମନ୍ତ୍ରୀ ରୀତା ସାହୁ- ସମ୍ବଲପୁର, ମନ୍ତ୍ରୀ ବସନ୍ତ ହେମ୍ବ୍ରମ- ଦେଓଗଡ।

ଆରଡିସି(ଏସଡି)- ବ୍ରହ୍ମପୁର, ଆରଡିସି(ଏନଡି)- ରାଉରକେଲା, ଜିଲ୍ଲାପାଳ( ଅନୁଗୁଳ)- ଅନୁଗୁଳ, ଜିଲ୍ଲାପାଳ(ଭଦ୍ରକ)-ଭଦ୍ରକ, ଜିଲ୍ଲାପାଳ(ବୌଦ୍ଧ)- ବୌଦ୍ଧ, ଜିଲ୍ଲାପାଳ(ଯାଯପୁର)- ଯାଯପୁର।, ଜିଲ୍ଲାପାଳ(ଝାରସୁଗୁଡା)- ଝାରସୁଗୁଡା, ଜିଲ୍ଲାପାଳ(ଖୋର୍ଦ୍ଧା)- ଖୋର୍ଦ୍ଧା, ଜିଲ୍ଲାପାଳ(ନୁଆପଡା)- ନୁଆପଡା, ଜିଲ୍ଲାପାଳ(ନବରଙ୍ଗପୁର)- ନବରଙ୍ଗପୁର, ଜିଲ୍ଲାପାଳ( ନୟାଗଡ)- ନୟାଗଡ, ଜିଲ୍ଲାପାଳ(ରାୟଗଡା)- ରାୟଗଡା।

Related Articles

Leave a Reply

Your email address will not be published. Required fields are marked *

Back to top button