କଟକ ଷ୍ଟେସନ ହେବ ବିଶ୍ୱସ୍ତରୀୟ-ରେଳ ମନ୍ତ୍ରୀ

କଟକ: କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ କହିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ରେଳ ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ସୂଚନା । ଓଡିଶାରେ ୫୭ଟି ରେଳ ଷ୍ଟେସନର ଉନ୍ନତିକରଣ କରାଯିବ । କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକଙ୍କଠାରୁ ଡିଜାଇନ ଆହ୍ୱାନ କରାଯାଇଛି,ଲୋକମାନେ ମଧ୍ୟ ମତ ଦେବେ । ଲୋକଙ୍କ ମତରେ ସର୍ବର୍ଶ୍ରେଷ୍ଠ ଡିଜାଇନକୁ ଅନୁମୋଦନ ପଠାଯିବ । ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ଆଣି କାମ ଆରମ୍ଭ କରାଯିବ ।

Related Articles

Leave a Reply

Your email address will not be published.

Back to top button