ଏଣିକି ଏକାଦଶ ଓ ଦ୍ବାଦଶରେ ଦୁଇଥର ହେବ ବୋର୍ଡ ପରୀକ୍ଷା

ଭୁବନେଶ୍ବର: ଏଣିକି ଏକାଦଶ ଓ ଦ୍ବାଦଶରେ ଦୁଇଥର ହେବ ବୋର୍ଡ ପରୀକ୍ଷା । ମର୍କ ସିଟକୁ ଚଢିବ ପିଲାଙ୍କ ବେଷ୍ଟ ସ୍କୋର । ଏଥିସହ ଗୋଟିଏ ଭାରତୀୟ ଭାଷା ସହ ଦୁଇଟି ଭାଷାରେ ଛାତ୍ରଛାତ୍ରୀ ପଢିବେ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହା ନିକଟ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଆଉ ପାଦେ ଆଗକୁ ଯିବାରେ ସକ୍ଷମ କରିବ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button