୨ ଲେଡି ବାଉନ୍ସର ଗିରଫ

ଭୁବନେଶ୍ୱର: ବାଉନ୍ସର ଗ୍ୟାଙ୍ଗର ୨ ଲେଡି ଡନ୍ ଗିରଫ ହୋଇଥିବା ସୂଚନା । ଲକ୍ଷ୍ମୀସାଗର ଅଂଚଳରୁ ୨ ଜଣଙ୍କୁ ଗିରଫ କଲା ପୋଲିସ । ବିବାଦୀୟ ଜମିକୁ ଅକ୍ତିଆର କରାଇବା ପାଇଁ ସୁପାରି ନେଉଥିଲେ ଏହି ୨ ମହିଳା । କିନ୍ତୁ ସେହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବେ ଯାଏଁ ମିଳିପାରିନାହିଁ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବେ ଫେରାର ଥିବା ସୂଚନା ।

Related Articles

Leave a Reply

Your email address will not be published.

Back to top button