ଲାଲବାହିନୀର ବର୍ବର କାଣ୍ଡ

ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି: ଲାଲ୍ ବାହିନୀର ବର୍ବର କାଣ୍ଡ। ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଅଞ୍ଚଳରେ ଯବାନଙ୍କୁ ଅପହରଣ ପରେ ଗୁଳି କରି ବିଭତ୍ସ ଭାବେ ହତ୍ୟା କଲେ ନକ୍ସଲ ବାଦୀ। ସୂଚନା ମୁତାବିକ,  ସୋନୁ ପୁନମ ନାମକ ଜଣେ ଡିଆରଜି ଯବାନ ଗତକାଲି ରାତିରେ ମୋଟରସାଇକେଲ ଯୋଗେ ନିଜ ଶ୍ବଶୁର ଘରକୁ ଯାଇଥିବା ସମୟରେ ନକ୍ସଲ ମାନେ ପୋନ୍ଦୁମ ଜଙ୍ଗଲ ରାସ୍ତାରୁ ତାଙ୍କୁ ଅପହରଣ କରିଥିଲେ । ହେଲେ ଆଜି ସକାଳେ କେସକୁତୁଲ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି କୋମଳ ଲୋଚନ କାଶ୍ୟବ ।

Related Articles

Leave a Reply

Your email address will not be published.

Back to top button