ଆସାମ: ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ: ଆସାମ ପୁଲିସ ରବିବାର ଗୋଲପାଡା ଜିଲ୍ଲାରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଅବଦୁଲ ସୁଭାନ୍ ଓ ଜଲାଲୁଦ୍ଦିନ ଶେଖ୍ ନାମକ ଏହି ଦୁଇ ଆତଙ୍କବାଦୀ ଅଲ୍ କାଏଦା (ଭାରତୀୟ ଉପମହାଦେଶ) ଓ ବାଂଲାଦେଶର ଏବିଟି (ଆନ୍‌ସାରୁଲ୍ଲା ବାଂଲା ଟିମ୍‌) ସହ ସଂପୃକ୍ତ ଥିବା ଜଣାପଡିଛି । ଏମାନେ ସ୍ଥାନୀୟ ମସଜିଦ୍‌ରେ ଇମାମ୍‌ଭାବେ କାର୍ଯ୍ୟ କରୁଥିବାବେଳେ ନିଜର ଦୋଷ ସ୍ୱୀକାର କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button