ସାରା ଦେଶରେ ମୋ ପରିବାରଜନଙ୍କ ସହ ଯୋଡ଼ିହେବା ପାଇଁ ହ୍ୱାଟ୍‌ସଆପ୍ ଏକ ଶକ୍ତିଶାଳୀ ମାଧ୍ୟମ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ମୋ ପରିବାରଜନଙ୍କ ସହ ଯୋଡ଼ିହେବା ପାଇଁ ହ୍ୱାଟ୍‌ସଆପ୍ ମୋ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ ତାଙ୍କ ହ୍ୱାଟ୍‌ସଆପ୍ ଚ୍ୟାନେଲ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ଯେ, ‘ସାରା ଦେଶରେ ମୋ ପରିବାରଜନଙ୍କ ସହ ଯୋଡ଼ିହେବା ପାଇଁ ହ୍ୱାଟ୍‌ସଆପ୍ ମୋ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ମୋର ଏହି ଚ୍ୟାନେଲ ମାଧ୍ୟମରେ ମୋ ସହ ଯୋଡ଼ିହୁଅନ୍ତୁ ଏବଂ ସମସ୍ତ ଅପଡେଟ୍ ତୁରନ୍ତ ନିଜ ଫୋନରେ ପାଆନ୍ତୁ।’

Related Articles

Leave a Reply

Your email address will not be published.

Back to top button