ଆତଙ୍କବାଦୀଙ୍କ ସହ ମୁକାବିଲାରେ ଦୁଇ ଯବାନ ସହିଦ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ କ୍ୟାପଟେନଙ୍କ ସହ ଦୁଇଜଣ ସେନା ସହିଦ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ, ଧର୍ମଶାଳାର ବାଜିମାଲ ଅଞ୍ଚଳରେ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅଭିଯାନରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆରମ୍ଭ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟର ଜାରି ରହିଛି।

Related Articles

Leave a Reply

Your email address will not be published.

Back to top button