ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥଳରେ ପିଲାମାନଙ୍କ ସହ ସମୟ ବିତାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥିତ ବାଲ ବାଟିକାରେ ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ। ପିଲାମାନଙ୍କ ସହ ସମୟ ଅତିବାହିତ କରିବା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଶକ୍ତିପ୍ରଦ ବୋଲି ସେ ଟୁଇଟ୍‍ କରିଛନ୍ତି। “ନିଷ୍ପାପ ପିଲାମାନଙ୍କ ସହିତ କିଛି ମୁହୂର୍ତ୍ତର ଆନନ୍ଦ! ସେମାନଙ୍କର ଶକ୍ତି ଏବଂ ଉତ୍ସାହ ମନରେ ଖୁସି ଭରି ଦେଲା”।

Related Articles

Leave a Reply

Your email address will not be published.

Back to top button