ମନ୍ କୀ ବାତର ୧୦୧ତମ ଅଧ୍ୟାୟ ପାଇଁ ପରାମର୍ଶ ମାଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତର ୧୦୧ତମ ଅଧ୍ୟାୟ ପାଇଁ ଲୋକଙ୍କୁ ନିଜ ବହୁମୂଲ୍ୟ ପରାମର୍ଶ ପଠାଇବା ପାଇଁ ଏକ ଲିଙ୍କ୍ ଏବଂ ଫୋନ ନମ୍ବର ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ‘ମୁଁ ଆସନ୍ତା ୨୮ ତାରିଖରେ ପ୍ରସାରିତ ହେବାକୁ ଥିବା ମନ୍ କୀ ବାତର ୧୦୧ ଅଧ୍ୟାୟ ପାଇଁ ଆପଣଙ୍କର ବହୁମୂଲ୍ୟ ପରାମର୍ଶର ପ୍ରତୀକ୍ଷା କରୁଛି । ଆପଣଙ୍କର ବାର୍ତ୍ତା ୧୮୦୦-୧୧-୭୮୦୦ ନମ୍ବରରେ ରେକର୍ଡ କରି ପଠାନ୍ତୁ କିମ୍ବା ନମୋ ଆପ୍‌/ମାଇ ଗଭ୍ ରେ ଲେଖନ୍ତୁ ।’

Related Articles

Leave a Reply

Your email address will not be published.

Back to top button