ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ବଡ ଝଟକା୍ । ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ । କୋର୍ଟଙ୍କ ଦ୍ୱାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ । ଗତକାଲି ରାହୁଲଙ୍କୁ ଦଣ୍ଡାଦେଶ କରିଥିଲେ ସୁରତ କୋର୍ଟ । ମୋଦି ସରନେମ୍ ମାମଲାରେ ୨ବର୍ଷ ଦଣ୍ଡାଦେଶ କରିଥିଲେ କୋର୍ଟ । ଦଣ୍ଡାଦେଶ ପରେ ରାହୁଲଙ୍କୁ ଜାମିନ ମଧ୍ୟ ମିଳିଯାଇଥିଲା । ୨ବର୍ଷ ସଜା ପାଇଥିବାରୁ ସଦସ୍ୟତା ରଦ୍ଦ କରାଯାଇଛି । ସାଂସଦ ପଦ ରଦ୍ଦ ନେଇ ଲୋକସଭା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସଜା ଶୁଣାଇତିଲେ ଗୁଜୁରାଟର ସେସନ କୋର୍ଟ । ଲୋକସଭା ସଚିବାଳୟରୁ ଜାରୀ ହେଲା ନୋଟିସ୍ । କେରଳର ୱାଇନାଡର ସାଂସଦ ଥିଲେ ରାହୁଲ ।

Related Articles

Leave a Reply

Your email address will not be published.

Back to top button