ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କରି କହିଛନ୍ତି ଯେ, ‘ପୂର୍ଣ୍ଣ ସ୍ୱରାଜ ଦାବିରେ ବିଦେଶୀ ଶାସନର ମୁଳଦୁଆକୁ ଦୋହଲାଇ ଦେଇଥିବା ଦେଶର ଅମର ଯୋଦ୍ଧା ଲୋକମାନ୍ୟ ତିଲକଙ୍କୁ କୋଟି କୋଟି ପ୍ରଣାମ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ।’

Related Articles

Leave a Reply

Your email address will not be published.

Back to top button