ସୁଦାନରେ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ସୈନିକଙ୍କ ସମେତ ୯ ମୃତ

ନୂଆଦିଲ୍ଲୀ: ରବିବାର ଦିନ ସୁଦାନ ବିମାନବନ୍ଦରରେ ଏକ ସାଧାରଣ ନାଗରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଚାରିଜଣ ସାମରିକ କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସୁଦାନ ସେନା ଏକ ବିବୃତ୍ତି ଜାରି କରିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ କନ୍ୟାର ଜୀବନ ରକ୍ଷା ପାଇଥିବା ସେନା କହିଛି। ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ବିମାନଟି ଉଡିବା ଆରମ୍ଭ କରିଥିଲା ଏବଂ ପରେ ସେଥିରେ ତ୍ରୁଟି ଦେଖାଦେଇଥିଲା, ଏହା ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା।

Related Articles

Leave a Reply

Your email address will not be published.

Back to top button