‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ସମଗ୍ର ବିଶ୍ୱରେ ପରିଚିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ କାରଣରୁ ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଟ୍ବିଟର ଉପରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ ନୀତି ଉପରେ କେନ୍ଦ୍ରର ଗୁରୁତ୍ୱ କିପରି ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ କରୁଛି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button