ଅତ୍ୟାଧୁନିକ ପ୍ରଯୁକ୍ତି ଆପଣାଇବାରେ ଭାରତୀୟମାନେ ନିର୍ବିବାଦୀୟ ଚାମ୍ପିଅନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ନାଗରିକଙ୍କ ଅଭିନବ ଉତ୍ସାହ ଓ ଆପଣାଇବାର କ୍ଷମତାକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହି ଗତି ବଜାୟ ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଡିଜିଟାଲ ଦେଣନେଣ କ୍ଷେତ୍ରରେ ଦେଶର ପ୍ରଗତି ସମ୍ପର୍କରେ ଜଣେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, “ଅତ୍ୟାଧୁନିକ ପ୍ରଯୁକ୍ତି ଆପଣାଇବାରେ ଭାରତୀୟମାନେ ନିର୍ବିବାଦୀୟ ଭାବେ ଚାମ୍ପିଅନ। ସେମାନେ ଅଭିନବ ଉତ୍ସାହ ଓ ଆପଣାଇବାର କ୍ଷମତା ପ୍ରଦର୍ଶିତ କରିଛନ୍ତି। ଏହି ପରିବର୍ତ୍ତନ ସାରା ଭାରତରେ ଦୃଷ୍ଟିଗୋଚର ହେଉଛି ଓ ଆଗାମୀ ଦିନରେ ଆମେ ଏହି ଗତିକୁ ବଜାୟ ରଖିବୁ।”

Related Articles

Leave a Reply

Your email address will not be published.

Back to top button