ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସ୍ ଙ୍କ ଅକାଳ ବିୟୋଗ: ୨୬ ବର୍ଷ ବୟସରେ କଲେ ମୃତ୍ୟୁବରଣ

ନୂଆଦିଲ୍ଲୀ: ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ଅକାଳ ବିୟୋଗ ହୋଇଛି। ସେ ୨୦୧୫ରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏର ପ୍ରତିନିଧିତ୍ୱ କରିଥିଲେ। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶେରିକା ଡି ଅର୍ମାସ୍ ଗର୍ଭାଶୟ କର୍କଟ ଯୁଦ୍ଧରେ ହାରିଯାଇଥିଲେ ଏବଂ ଅକ୍ଟୋବର ୧୩ ରେ ୨୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ଡି ଅର୍ମାସ୍ କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ମଧ୍ୟ କରିଥିଲେ।

Related Articles

Leave a Reply

Your email address will not be published.

Back to top button