କେନ୍ଦ୍ର ବିରୋଧରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତିକ୍ରିୟା । ରାହୁଲ ଗାନ୍ଧି ସତ୍ୟ ପାଇଁ ଲଢୁଛନ୍ତି, ଦଳ ପୁରା ତାଙ୍କ ସହିତ ଅଛି । ରାହୁଲ ଗାନ୍ଧିଙ୍କ କଣ୍ଠରୋଧ କରିବାକୁ ପ୍ରତେଷ୍ଠା କରାଯାଉଛି ବୋଲି କହିଛନ୍ତି ଖଡଗେ । ରାହୁଲ ସଂଯମତାର ସହ ଏହାର ମୁକାବାଲା କରିବେ । ସମ୍ବିଧାନ ଅନୁସାରେ ନିଷ୍ପତ୍ତି ନିଆଯାଇଛି କହିଲେ ଖଡଗେ । ଏତେ ଶିଘ୍ର ନିଷ୍ପତ୍ତି ନେବା ଚିନ୍ତାର କାରଣ ହୋଇଛି । କଂଗ୍ରେସ ଦଳ ସଂପୂର୍ଣ୍ଣ ଭାବେ ରାହୁଲ ଗାନ୍ଧୀଙ୍କ ସହ ଅଛି ବୋଲି କହିଛନ୍ତି ଖଡଗେ ।

Related Articles

Leave a Reply

Your email address will not be published.

Back to top button