ବଜେଟ: କ’ଣ ମହଙ୍ଗା ହେଲା, କ’ଣ ଶସ୍ତା ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ।  ତେବେ ଏହି ବଜେଟରେ କିଛି ଜିନିଷ ମହଙ୍ଗା ହୋଇଥିବା କିଛି ଜିନିଷ ଶସ୍ତା ହୋଇଛି ।

କ’ଣ ମହଙ୍ଗା ହେଲା: ସିଗାରେଟ, ସୁନା, ରୁପା, ପୋଷାକ

କ’ଣ ଶସ୍ତା ହେଲା: ମୋବାଇଲ, ଷ୍ଟିଲ, ଟିଭି, ହେଡ ଫୋନ, ଇଲେକ୍ଟି୍ର ଗାଡ଼ି, କ୍ୟାମେରା ଲେନ୍ସ, ସାଇକେଲ, ଅଟୋମୋବାଇଲ

Related Articles

Leave a Reply

Your email address will not be published.

Back to top button