ଏୟାର ମାର୍ଶଲ ଏପି ସିଂହ ଭାରତୀୟ ବାୟୁସେନାର ନୂଆ ଉପମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ଉପମୁଖ୍ୟ ହେଲେ ଏୟାର ମାର୍ଶଲ ଏପି ସିଂହ। ବୁଧବାର ତାଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି। ଏୟାର ଷ୍ଟାଫ୍‌ ଭାଇସ୍‌ ଚିଫ୍‌ ଭିସିଏଏସ୍‌ ଭାବେ ନିଯୁକ୍ତି ମିଳିବା ପରେ ଶ୍ରୀ ସିଂହ ଦିଲ୍ଲୀ ଯାଇ ସହିଦ ଯାବନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ତାଙ୍କୁ ବାୟୁ ସେନାର ମୁଭାରତୀୟ ବାୟୁସେନାକୁ ମିଳିଲେ ନୂଆ ଉପମୁଖ୍ୟ; ଏୟାର ମାର୍ଶଲ ଏପି ସିଂହ ନେଲେ ଦାୟିତ୍ୱଖ୍ୟାଳୟରେ ପାରମ୍ପରିକ ଭାବେ ଗାର୍ଡ ଅଫ୍ ଅନର ସମ୍ମାନ ଦିଆଯିବ।ପୂର୍ବତନ ଏୟାର ମାର୍ଶଲ ସନ୍ଦୀପ ସିଂହଙ୍କ ସ୍ଥାନରେ ଏପି ସିଂହଙ୍କ ନୂଆ ଭିସିଏଏସ୍‌ ନିଯୁକ୍ତି ମିଳିଛି। ଦୀର୍ଘ ୩୯ ବର୍ଷୀ ବାୟୁସେନାର ଯୋଗ ଦେବା ପରେ ସନ୍ଦୀପ ଜାନୁଆରୀ ୩୧ ତାରିଖରେ ଅବସର ନେଇଛନ୍ତି।

Related Articles

Leave a Reply

Your email address will not be published.

Back to top button