ଏସିଆନ୍ ଗେମ୍ସରେ ଭାଗ ନେବା ପାଇଁ ୬୩୪ କ୍ରୀଡ଼ାବିତଙ୍କ ଅଂଶଗ୍ରହଣକୁ ସ୍ବୀକୃତି ପ୍ରଦାନ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ (ଏମୱାଇଏଏସ୍) ଆଗାମୀ ଏସିଆନ୍ ଗେମ ରେ ୩୮ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ୬୩୪ ଜଣ ଖେଳାଳୀଙ୍କୁ ସ୍ବୀକୃତି ପ୍ରଦାନ କରିଛି, ଯାହା ଭାରତୀୟ ଅଲମ୍ପିକ ସଂଘ (ଆଇଓଏ) ଦ୍ବାରା ଅନୁମୋଦିତ ୮୫୦ ଖେଳାଳିଙ୍କ ବିପକ୍ଷରେ ନିର୍ଦ୍ଧାରିତ ଚୟନ ମାନଦଣ୍ଡକୁ ପୂରଣ କରୁଛି। ଏସିଆନ୍ ଗେମ୍ ର ଗତ ସଂସ୍କରଣ ୨୦୧୮ ରେ ମୋଟ୍ ୫୭୨ ଆଥଲେଟ୍ ଭାଗ ନେଇଥିଲେ। ଏହି ଖେଳରେ ଭାରତ ୧୬ ଟି ସ୍ବର୍ଣ୍ଣ ସହିତ ମୋଟ୍ ୭୦ ଟି ପଦକ ହାସଲ କରିଥିଲା।

Related Articles

Leave a Reply

Your email address will not be published.

Back to top button