୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ

ଭୁବନେଶ୍ଵର: ଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏହା ସହିତ ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଆଜି ଶେଷ ହୋଇଛି। କିନ୍ତୁ ଆଜି ସମସ୍ତ ପର୍ଯ୍ୟାୟର ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ କରାଯାଇଛି। ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା…..

ଜନ କୀ ବାତ୍ (୫୪୩):

ଏନଡିଏ: ୩୬୨-୩୯୨

ଇଣ୍ଡିଆ: ୧୪୧-୧୬୧

ଅନ୍ୟ: ୧୦-୨୦

ନିୟୁଜ ନେସନ (୫୪୩):

ଏନଡିଏ: ୩୪୨-୩୭୮

ଇଣ୍ଡିଆ: ୧୫୩-୧୬୯

ଅନ୍ୟ: ୨୧-୨୩

ରିପବ୍ଲିକ ଭାରତ-ମାଟ୍ରିଜ (୫୪୩):

ଏନଡିଏ: ୩୫୩-୩୬୮

ଇଣ୍ଡିଆ: ୧୧୮-୧୩୩

ଅନ୍ୟ: ୪୩-୪୮

ଦୈନିକ ଭାସ୍କର (୫୪୩):

ଏନଡିଏ: ୨୮୧-୩୫୦

ଇଣ୍ଡିଆ: ୧୪୫-୨୦୧

ଅନ୍ୟ: ୩୩-୪୯

ଇଣ୍ଡିଆ ନିୟୁଜ-ଡି ଡାଇନାମିକ୍ସ (୫୪୩):

ଏନଡିଏ: ୩୭୧

ଇଣ୍ଡିଆ: ୧୨୫

ଅନ୍ୟ: ୪୭

ଆଜତକ (୫୪୩):

ଏନଡିଏ: ୩୬୧-୪୦୧

ଇଣ୍ଡିଆ: ୧୩୧-୧୬୬

ଅନ୍ୟ: ୦୮-୨୦

ଏବିପି ସିଭୋଟର (୫୪୩/୪୦୨):

ଏନଡିଏ: ୩୫୩-୩୮୩

ଇଣ୍ଡିଆ: ୧୫୨-୧୮୨

ଅନ୍ୟ: ୦୪-୧୨

Related Articles

Leave a Reply

Your email address will not be published.

Back to top button