ନଖ ଧଳା ଦାଗ ଦିଏ ଶୁଭ ସଂକେତ

ନଖରେ ଦେଖାଯାଉଥିବା ଧଳା ଦାଗ ଅନେକ ସମୟରେ ଜୀବନରେ ପରିବର୍ତ୍ତନ ଆଣିଥାଏ । ହସ୍ତରେଖା ଶାସ୍ତ୍ର ଅନୁସାରେ, ନଖର ଆକାରଠୁ ଆରମ୍ଭ କରି ଏଥିରେ ଦେଖାଯାଉଥିବା ଧଳା ଦାଗ ଜୀବନରେ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।
– ହସ୍ତରେଖା ଶାସ୍ତ୍ର ଅନୁସାରେ, ଯେଉଁମାନଙ୍କ ନଖର ଆକାର ଚଉଡ଼ା, ସେମାନେ ଶାରୀରିକ ରୂପେ ଶକ୍ତିଶ।।ଳୀ ।
– କନିଷ୍ଠିକା ଅଙ୍ଗୁଳିରେ ନଖରେ ଧଳା ଦାଗ ଶୁଭ ଫଳ ପ୍ରଦାନ କରେ । ଏହା ସହ କାର୍ଯ୍ୟରେ ଶୀଘ୍ର ସଫଳତା ମିଳିଥାଏ ।
– ମଧ୍ୟମା ଅଙ୍ଗୁଳି ନଖର ଧଳା ଦାଗ କଲ୍ୟାଣକାରୀ । ଏମାନଙ୍କ ଜୀବନରେ ଧନ ଆଗମନର ଏହା ସୂଚନା ଦିଏ ।
– ସେହିପରି ତର୍ଜନୀ ନଖରେ ଧଳା ଦାଗ ଥିବା ବ୍ୟକ୍ତିବିଶେଷ ବ୍ୟବସାୟରେ ଉନ୍ନତି କରନ୍ତି ।

Related Articles

Leave a Reply

Your email address will not be published.

Back to top button