ବ୍ରଣ ପାଇଁ ପ୍ରତିକାର

ଯଦି ଆପଣ ଦାଗ ଓ ବ୍ରଣରୁ ଚିନ୍ତିତ ଅଛନ୍ତି ତେବେ ଘରୋଇ ଉପାୟରେ ଏହାକୁ ଆପଣ ଦୂର କରିପାରିବେ । ବ୍ରଣ ଯେକୌଣସି ସ୍କିନ୍‌ ଟାଇପର ଲୋକଙ୍କୁ ଅସୁବିଧାରେ ପକାଏ । ଖାସ୍‌ କରି ଗରମ ଦିନମାନଙ୍କରେ ବ୍ରଣ କେତେବେଳେ ବି ହୋଇପାରେ । କିନ୍ତୁ ଆପଣ ଜାଣିଛନ୍ତି ଘରୋଇ ଉପାୟରେ ଏସବୁରୁ ଆପଣଙ୍କୁ ଆରାମ ମିଳିପାରିବ ।

ଟି ଟ୍ରି ଅଏଲ୍‌  ଆପଣଙ୍କ ବ୍ରଣ କଂଟ୍ରେଲ୍‌ କରିଥାଏ । ମହୁରେ ଆଂଟିବ୍ୟାକ୍ଟେରିଆଲ୍‌ ପ୍ରପୋଟିଜ୍‌ ଥାଏ । ଗ୍ରୀନ୍‌ ଟି ପିଇବା ଦ୍ୱାରା ଯେତିକି ଫାଇଦା ମିଳେ, ବ୍ରଣ ଦୂରକରିବାରେ ମଧ୍ୟ ସେତିକି ସହାୟତା କରିଥାଏ । ବ୍ରଣର ସମସ୍ୟା ଆପଣ ବରଫ ସାହାର୍ଯ୍ୟରେ ଦୂର କରିପାରିବେ । ତୂଚା ଜନିତ ବିଭିନ୍ନ ପ୍ରକାର ସମସ୍ୟା ପାଇଁ ଆଲୋଭେରା ଜେଲ୍‌ର ବ୍ୟବହାର କରିପାରିବେ । ଏହା ଏକ ଭଲ ଇନଗ୍ରିଡିଏଂଟ ଅଟେ ।

Related Articles

Leave a Reply

Your email address will not be published.

Back to top button