ଏମିତି ଲଗାନ୍ତୁ ନାଲି ଲିପ୍‌ଷ୍ଟିକ୍‌

ନାଲି ଲିପଷ୍ଟିକ୍ ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଥାଏ । ସେଥିପାଇଁ ଅନ୍ୟ ଲିପ୍‌ଷ୍ଟିକ୍ ସହ ନାଲି ଲିପଷ୍ଟିକ୍‌କୁ ଅଗ୍ରାଧିକାର ଦିଅନ୍ତୁ । ଏହାକୁ ଯେକୌଣସି ସମୟରେ ଲଗାଇବା ସମ୍ଭବ ।
– ପ୍ରଥମେ ଓଠରେ ଲିପବାମ୍ କିମ୍ବା ମଏଶ୍ଚରାଇଜର ଲଗାନ୍ତୁ ।
– ଏହା ପରେ ଓଠରେ ପ୍ରାଇମର୍ ଲଗାନ୍ତୁ । ତା’ପରେ କନ୍‌ସିଲର ଲଗାନ୍ତୁ ।


– ଲିପ୍‌ଲାଇନରରେ ଆଇଉଟ୍‌ଲାଇନ୍ କରନ୍ତୁ ।
– ଆଉଟଲାଇନ ପରେ ଓଠରେ ନାଲି ଲିପ୍‌ଷ୍ଟିକ୍ ଲଗାନ୍ତୁ ।
– ସବା ଶେଷରେ ଦ୍ୱିତୀୟ କୋଟ୍ ଲଗାନ୍ତୁ ।

Related Articles

Leave a Reply

Your email address will not be published.

Back to top button