ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଏକ ଟେଲିଭିଜନ୍ ଏପିସୋଡ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ଅଭୂତପୂର୍ବ ଷ୍ଟାଚ୍ୟୁ ଅଫ୍ ୟୁନିଟି (ଏକତାର ମୂର୍ତ୍ତି) ଉପରେ ଏକ ଟେଲିଭିଜନ୍ ଏପିସୋଡ୍ ସେୟାର କରିଛନ୍ତି ଏବଂ କହିଛନ୍ତି େଯ ଏହା ଏକ ଅନନ୍ୟ ଅନୁଭୂତି ହେବ ଏବଂ କେଭାଡିଆକୁ ଖୁବ୍ଶୀଘ୍ର ପରିଦର୍ଶନ କରିବା ପାଇଁ କାହାକୁବି ଉତ୍ସାହିତ କରିବ। ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; “ଅଭୂତପୂର୍ବ ଷ୍ଟାଚୁ୍ୟ ଅଫ୍ ୟୁନିଟି (ଏକତାର ମୂର୍ତୀ) ଉପରେ ଏହି ଟେଲିଭିଜନ୍୍ ଅଧ୍ଯାୟକୁ ଦେଖôବା ଏକ ଅନନ୍ୟ ଅନୁଭୂତି ହେବ କିନ୍ତୁ ସବୁଠାରୁ ଗୁରୂତ୍ବପୂର୍ଣ୍ଣ ହେଉଛି, ଏହା କାହାକୁବି ଅତିଶୀଘ୍ର କେଭାଡିଆ ବୁଲିଯିବା ପାଇଁ ଉତ୍ସାହିତ କରିବ।”

Related Articles

Leave a Reply

Your email address will not be published.

Back to top button