ଧୋନିଙ୍କୁ ଗୀତ ଉତ୍ସର୍ଗ କଲେ ରେହମାନ

ନୂଆଦିଲ୍ଲୀ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କର ବଡ଼ ପ୍ରଶଂସକ ହେଉଛନ୍ତି ଲୋକପ୍ରିୟ ସଙ୍ଗୀତଜ୍ଞ ଏ.ଆର ରେହମାନ । ସେ ‘ଲଗାନ’ ଚଳଚ୍ଚିତ୍ରର ‘ଚଲେ ଚଲୋ…’ ଗୀତକୁ ଧୋନିଙ୍କୁ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ‘ଚଲେ ଚଲୋ…’ଗୀତକୁ ମୁଁ ଧୋନିଙ୍କୁ ଉତ୍ସର୍ଗ କରୁଛି । ଏହି ଗୀତ ସେମାନଙ୍କୁ ଏକାଠି ହୋଇ ଖେଳିବାକୁ ଉତ୍ସାହ ଯୋଗାଇବ । ସେମିତି ସୁରେଶ ରାଇନାଙ୍କୁ ‘ମାଙ୍ଗତେ ହୈ କ୍ୟା…’ଗୀତଟି ଉତ୍ସର୍ଗ କରୁଛି ।’

Related Articles

Leave a Reply

Your email address will not be published.

Back to top button