ଦୈନିକ ୭୩୦୦ ଆରଟି-ପିସିଆର ଟେଷ୍ଟ କରାଯିବ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଦୈନିକ ୭୩୦୦ ଆରଟି-ପିସିଆର ଟେଷ୍ଟ କରାଯିବ । କରୋନା ପ୍ରତି ସତର୍କତାମୂଳକ ପଦକ୍ଷେପ ନେଇ ମନ୍ତ୍ରୀ ନବ ଦାସଙ୍କ ସୂଚନା । ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ବିଭାଗ ତୀକ୍ଷ୍ନ ନଜର ରଖିଛି  । ଏଣିକି ଦୈନିକ ୭୩୦୦ ଆରଟିପିସିଆର ଟେଷ୍ଟ ହେବ, ଏନେଇ ସ୍ୱତନ୍ତ୍ର ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି ଏହାର ତଦାରଖ କରିବେ ।

ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ୱରରେ ସେରୋ ସର୍ଭେ ହେବ । ଦେବଗଡ ଓ ନୟାଗଡରେ ଆରଟିପିସିଆର ଟେଷ୍ଟିଂ ଲ୍ୟାବ ତୁରନ୍ତ ପ୍ରତିଷ୍ଠା ହେବ ।

Related Articles

Leave a Reply

Your email address will not be published.

Back to top button