ଝାରପଡାରେ ବିଚାରାଧୀନ ମହିଳା କଏଦୀ ମୃତ

ଭୁବନେଶ୍ବର : ଝାରପଡା ଜେଲ୍‌ରେ ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣଙ୍କ ହେଉଛନ୍ତି ସୁକାନ୍ତି ଭୋଇ । ଲକ୍ଷ୍ମୀସାଗର ଥାନା ପୋଲିସ ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ପଠାଇଲା ପୋଲିସ । ତେବେ ବଧୂହତ୍ୟା ମାମଲାରେ ଜେଲ୍ ଯାଇଥିଲେ ସୁକାନ୍ତି । ରୋଗାକ୍ରାନ୍ତ  ହେତୁ ମୃତ୍ୟୁ ହୋଇଥିବା ସୂଚନା ।

Related Articles

Leave a Reply

Your email address will not be published.

Back to top button