ସପ୍ତଦଶ ଲୋକସଭାକୁ ଭଙ୍ଗ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୧୭ତମ ଲୋକସଭାକୁ ତତ୍କାଳ ପ୍ରଭାବ ସହିତ ଭଙ୍ଗ କରିବାକୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି। ରାଷ୍ଟ୍ରପତି କ୍ୟାବିନେଟର ଏହି ସୁପାରିସକୁ ଗ୍ରହଣ କରିଥିଲେ ଏବଂ ସମ୍ବିଧାନର ଅନୁଚ୍ଛେଦ ୮୫ର ଧାରା (୨)ର ଉପଧାରା (ବି) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତାର ବ୍ୟବହାର କରି ସପ୍ତଦଶ ଲୋକସଭା ଭଙ୍ଗ ପାଇଁ ଆଦେଶରେ ସ୍ୱାକ୍ଷର କରିଥିଲେ।

Related Articles

Leave a Reply

Your email address will not be published.

Back to top button