ଘୋଷଣା ହେଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ସୋମବାର ଲୋକସଭା ସହିତ ବିଧାନସଭା ପ୍ରାର୍ଥୀତାଲିକା ମଧ୍ୟ ଘୋଷଣା କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ କିଏ କେଉଁ ବିଧାନସଭା ଆସନରୁ ଲଢିବେ ଆସନ୍ତୁ ଜାଣିବା…ନୂଆପଡ଼ା: ଶରତ ପଟ୍ଟନାୟକ, ପଦ୍ମପୁର: ଟଙ୍କଧର ସାହୁ, ବିଜେପୁର: କିଶୋର ଦଫାଦାର, ବରଗଡ଼: ନିପନ ଦାସ, ଭଟଲୀ: ବ୍ରହ୍ମା ମହାକୁଡ଼, ବ୍ରଜରାଜନଗର: କିଶୋର ପଟେଲ, ତଳସରା: ପ୍ରବୋଧ ତିର୍କୀ, ସୁନ୍ଦରଗଡ଼: ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀ: ଗୋପାଳ ଦାସ, ରାଉରକେଲା: ବିରେନ୍ଦ୍ରନାଥ ପଟ୍ଟନାୟକ, ରାଜଗାଙ୍ଗପୁର: ରାଜନ ଏକ୍କା, ଲୋଇସିଂହା: ଓମ ପ୍ରକାଶ କୁମ୍ଭାର, ପାଟଣାଗଡ଼: ଅନିଲ ମେହେର, ବଲାଙ୍ଗିର: ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି: ସନ୍ତୋଷ ସିଂ ସାଲୁଜା, ଉମରକୋଟ: ସନରାଜ ଗଣ୍ଡ, ଝରିଗାଁ: ହାରାବତୀ ଗଣ୍ଡ, ନବରଙ୍ଗପୁର: ଦିଲ୍ଲୀପ ପ୍ରଧାନୀ, ଡାବୁଗାଁ: ଲିପିକା ମାଝୀ, ଲାଞ୍ଜିଗଡ଼: ବଳଭଦ୍ର ମାଝୀ, ଜୁନାଗଡ଼: ତୁଳେଶ୍ୱର ନାଏକ, ଧର୍ମଗଡ଼: ରଶ୍ମିରେଖା ରାଉତ, ଭବାନୀପାଟଣା: ସାଗର ଦାସ, ନର୍ଲା: ଭକ୍ତଚରଣ ଦାସ, ବାଲିଗୁଡ଼ା: ସୁରଦ ପ୍ରଧାନ, ଜି.ଉଦୟଗିରି: ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀ: ପ୍ରତିଭା କହଁର, କଣ୍ଟାମାଳ: ମନୋଜ ଆଚାର୍ଯ୍ୟ, ବୌଦ୍ଧ: ନବ ମିଶ୍ର, ଭଞ୍ଜନଗର: ପ୍ରଶାନ୍ତ ବିଷୋୟୀ, ପୋଲସରା: ଅଗସ୍ତୀ ବରଦା, କବିସୂର୍ଯ୍ୟନଗର: ଚିରଞ୍ଜୀବ ବିଷୋୟୀ, ସୋରଡ଼ା: ହରକ୍ରିଷ୍ଣା ରଥ, ସାନଖେମୁଣ୍ଡି: ରମେଶ ଜେନା, ଚିକିଟି: ରବୀନ୍ଦ୍ର ଦ୍ୟାନସାମନ୍ତରାୟ, ମୋହନା: ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡି: ବିଜୟ ପଟ୍ଟନାୟକ, ଗୁଣପୁର: ସତ୍ୟଜିତ ଗମାଙ୍ଗ, ବିଷମକଟକ: ନୀଳମାଧମ ହିକକା, ରାୟଗଡ଼ା: ଆପଲସ୍ୱାମୀ କାଡ୍ରାକା, ଲକ୍ଷ୍ମୀପୁର: ପବିତ୍ର ସାଉଁନ୍ତା, କୋଟପାଟ: ଅନାମ ଦିଆନ, ଜୟପୁର: ତାରା ବାହିନୀପତି, କୋରାପୁଟ: କୃଷ୍ଣଚନ୍ଦ୍ର କୁଳଦୀପ, ପଟାଙ୍ଗୀ: ରାମଚନ୍ଦ୍ର କାଡାମ, ମାଲକାନଗିରି: ମାଲା ମାଢୀ, ଚିତ୍ରକୋଣ୍ଡା: ମଙ୍ଗୁ ଖିଲ।

Related Articles

Leave a Reply

Your email address will not be published.

Back to top button