ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଆଜି ପବିତ୍ର ଦୀପାବଳି । ଆଲୋକର ପର୍ବ ଦୀପାବଳି । ଗାଁରୁ ସହର ସବୁଠି ଜଳ ଉଠିବ ଲକ୍ଷ ଲକ୍ଷ ଦୀପ । ମନ୍ଦିର, ଘର, ଅଫିସ, ବ୍ୟବସାୟୀ ପ୍ରତିଷ୍ଠାନାରେ ସବୁଠୁ ଝଲସିବ ।ତେବେ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଦି ଟ୍ୱିଟ୍‌ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟର ସବୁ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ।

Related Articles

Leave a Reply

Your email address will not be published.

Back to top button