ଏସଆଇ ପରୀକ୍ଷା ଘୋଟାଲା: ଭିଜିଲାନ୍ସ କୋର୍ଟକୁ ଗଲା ମାମଲା

ଭୁବନେଶ୍ୱର: ଭିଜିଲାନ୍ସ କୋର୍ଟକୁ ଗଲା ଏସଆଇ ପରୀକ୍ଷା ଘୋଟାଲା ମାମଲା । ଜିଲ୍ଲା ଜଜ୍ କୋର୍ଟରୁ ଭିଜିଲାନ୍ସ କୋର୍ଟକୁ ସ୍ଥାନାନ୍ତର ହୋଇଛି । ଗିରଫ ୧୧୯ ଜଣଙ୍କ ମଧ୍ୟରୁ ୧୧୩ କରିଛନ୍ତି ଜାମିନ ଆବେଦନ । ଆସନ୍ତା ୨୩ରେ ଜାମିନ ଆବେଦନର ଶୁଣାଣି ହେବ । ଶୁଣାଣି ପୂର୍ବରୁ କେସ୍ ଡାଏରି ଦାଖଲ ଲାଗି ନିର୍ଦ୍ଦେଶ । କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ଭିଜିଲାନ୍ସ କୋର୍ଟ ।

Related Articles

Leave a Reply

Your email address will not be published. Required fields are marked *

Back to top button