ଦାୟିତ୍ବ ନେଲେ ସଞ୍ଜୀବ ପଣ୍ଡା

ଭୁବନେଶ୍ବର: ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର । ଟ୍ବିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ବରିଷ୍ଠ ଓଚଝ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି । କମିଶନରେଟ୍ ପୋଲିସ କାର୍ୟ୍ୟାଳୟରେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି । କମିଶନରେଟ୍ ପୋଲିସ କାର୍ୟ୍ୟାଳୟରେ ପହଞ୍ଚି ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଏହି ଅବସରରେ ନୂଆ କମିଶନରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ସମୟରେ ନୂଆ କମିଶନରଙ୍କୁ କଟକ-ଭୁବନେଶ୍ବରର ପୋଲିସ ଅଧିକାରୀ ଭେଟିଛନ୍ତି ।

Related Articles

Leave a Reply

Your email address will not be published.

Back to top button